ଏନଆରଆରଆଇର ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ

ଏନଆରଆରଆଇର ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ କଟକ(ଏନ୍‌.ଏମ୍‌.): ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ)ରେ ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ନିର୍ଦ୍ଦେଶିକା ଡକ୍‌ଟର ପଦ୍ମିନୀ ସ୍ୱାଇଁ, ଗତ କାଲି ଅଗଷ୍ଟ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ । ଅନୁଷ୍ଠାନର ୭୬ ବର୍ଷର ଦୀର୍ଘଯାତ୍ରାରେ ଡକ୍ଟର ପାତ୍ର ୨୬ ତମ ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି । ସେ…

Read More

ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ ପଦ୍ମଶ୍ରୀ ପ୍ରମୋଦଙ୍କୁ ଭାରତ ଗୌରବ ସମ୍ମାନ କଟକ(ଏନ୍‌.ଏମ୍‌.): ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରି ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଥିବା ଜୟଭାରତ ଫାଉଣ୍ଡେସନର ଆଜି ୨୩ତମ ପ୍ରତିଭା ସମ୍ମାନ ସମାରୋହ ରାମଦାସପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗ୍ରାମ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଭିନ୍ନ ପ୍ରକାର ମସଲା…

Read More