ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ଉଚ୍ଛେଦ ବନ୍ଦ କରିବାକୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ
ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ଉଚ୍ଛେଦ ବନ୍ଦ କରିବାକୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ କଟକ(ଏନ୍.ଏମ୍.): ସରକାର ଓ ପ୍ରଶାସନ ଜନସାଧାରଣଙ୍କୁ ଲଲିପପ୍ ଭଣ୍ଡାଇବା ଦୁର୍ଭାଗ୍ୟଜନକ ବୋଲି ଅଖିଳ ଓଡ଼ିଶା ଝୋପଡ଼ି ପଟ୍ଟି ମହାସଂଘ ‘ଏକତା’ ପକ୍ଷରୁ ଅଭିଯୋଗ ହୋଇଛି । ଗରିବ ବସ୍ତିବାସିନ୍ଦାମାନଙ୍କୁ ନିର୍ବାଚନ ସମୟରେ ଆଖି ଖୋସିହେବା ଭଳି ପ୍ରତିଶ୍ରୁତି ଦେଇ ଶେଷରେ ପ୍ରତାରଣା କରାଯାଉଥିବା କୁହାଯାଇଛି । ଏପରିକି କଟକରେ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ…
