ସିଧାମୂଳା ବାଲିଘାଟ ନିଲାମ ବାତିଲ ଦାବି: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ ବିକ୍ଷୋଭ

ସିଧାମୂଳା ବାଲିଘାଟ ନିଲାମ ବାତିଲ ଦାବି: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ ବିକ୍ଷୋଭ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ତହସିଲ ଅଧିନ ସିଧାମୂଳା ମହାନଦୀ ବାଲିଘାଟକୁ ଖଣ୍ଡପଡା ତହସିଲଦାର ଶାଗମାଛ ଦରରେ ନିଲାମ କରିଦେଇଛନ୍ତି । ବାଲିଘାଟ ନିଲାମରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ରାଜ୍ୟ ସରକାର ଏ ବାବଦରେ ୧୨ କୋଟିରୁ ଉର୍ଦ୍ଧ ଟଙ୍କାର ରାଜସ୍ୱ ହରାଇବେ ବୋଲି କଂଗ୍ରେସ ନେତାମାନେ ଅଭିଯୋଗ ଉଠାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ…

Read More

ପଥରଗଣ୍ଡ ଗୋଷ୍ଠୀ ସଂଘର୍ଷ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ପଥରଗଣ୍ଡ ଗୋଷ୍ଠୀ ସଂଘର୍ଷ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ଥାନା ଅଧିନ ଗଡିଆସାହି ପଞ୍ଚାୟତ ପଥରଗଣ୍ଡ ଗ୍ରାମରେ ନିର୍ବାଚନୀ ହିଂସା ଥମିବାରେ ନାଁ ଧରୁନି । ଦୀର୍ଘ ଦିନ ଧରି ଛକାପଞ୍ଝା ଚାଲିଥିବାବେଳେ ଗୋଷ୍ଠୀ ସଂଘର୍ଷ ମଧ୍ୟ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ୨ଗୋଷ୍ଠୀ ମଧ୍ୟରେ ରାଜନୈତିକ ହିଂସାକାଣ୍ଡ ଘଟଣା ଘଟି ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା…

Read More

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲା ଜଗତସିଂହପୁର ଜିଲ୍ଲା

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲା ଜଗତସିଂହପୁର ଜିଲ୍ଲା ଦେଶରେ ପ୍ରଥମ ଜିଲ୍ଲା ଭାବେ ଗଢ଼ିତୋଳିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ପୋଷ୍ଟାଫିସର “ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ସହ ଜିଲ୍ଲାକୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସମଗ୍ର ରାଜ୍ୟରେ ତଥା ଦେଶରେ ପ୍ରଥମ ଜିଲ୍ଲା ଭାବେ ପରିଗଣିତ କରିବାକୁ ସମଗ୍ର ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ପାରୁଲ ପଟାୱରିଙ୍କ ଅଧକ୍ଷତାରେ କଟକ ଦକ୍ଷିଣ ଡାକ-ମଣ୍ଡଳର ଡାକ…

Read More

ଦଳିଦେଲା ଦନ୍ତା: ଚାଲିଗଲା ମହିଳାଙ୍କ ଜୀବନ

ଦଳିଦେଲା ଦନ୍ତା: ଚାଲିଗଲା ମହିଳାଙ୍କ ଜୀବନ ଆଠଗଡ(ଏନ୍‌.ଏମ୍‌.): କେତେବେଳେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷର ପ୍ରାଣ ଯାଉଛି ତ ଆଉ କେତେବେଳେ ମଣିଷଙ୍କ ଚକ୍ରାନ୍ତରେ ବନ୍ୟଜନ୍ତୁ ଜୀବନ ହାରୁଛନ୍ତି । ଏଭଳି ଘଟଣା ପ୍ରାୟ ସମୟରେ ଦେଖିବାକୁ ମିଳିଛି । ସତେ ଯେମିତି ବନ୍ୟଜନ୍ତୁ ଓ ମଣିଷଙ୍କ ମଧ୍ୟରେ ଗୋଟିଏ ରୀତିମତ ଅଘୋଷିତ ଯୁଦ୍ଧ ଚାଲିଛି । ତେବେ ଏହାର କେବେ ଅନ୍ତ ଘଟିବ ତାହା ମଧ୍ୟ ପ୍ରଶ୍ନବାଚୀ । ଆଜି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ପ୍ରାଣ…

Read More

ତରାବୋଇ ଗ୍ରାମରେ ୩ ସରକାରୀ ବିଦ୍ୟାଳୟରେ ୩ ବର୍ଷ ହେବ ଝୁଲୁଛି ତାଲା : ବିଦ୍ୟାଳୟ ପାଲଟିଛି ନିଷାଡିଙ୍କ ଆଡ୍ଡାସ୍ଥଳି

ତରାବୋଇ ଗ୍ରାମରେ ୩ ସରକାରୀ ବିଦ୍ୟାଳୟରେ ୩ ବର୍ଷ ହେବ ଝୁଲୁଛି ତାଲା : ବିଦ୍ୟାଳୟ ପାଲଟିଛି ନିଷାଡିଙ୍କ ଆଡ୍ଡାସ୍ଥଳି ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଗ୍ରାମରେ ୩ ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୩ ବର୍ଷ ହେବ ତାଲା ଝୁଲୁଛି । ବନ୍ଦ ପଡିରହିଥିବା ବିଦ୍ୟାଳୟମାନଙ୍କରେ ନିଷାଡିମାନଙ୍କର ଆଡାସ୍ଥଳି ପାଲଟିଛି । ତରାବୋଇ ବାବଜା ପ୍ରାଥମିକ ବିଦ୍ୟାଳୟ, କୋରଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ବାବଜା ମୁସଲିମ ବସ୍ତିରେ ଥିବା ଏକ…

Read More

ଭୁବନେଶ୍ୱରରେ ଅତ୍ୟାଧୁନିକ ବିୟୁଟି ସେଲୁନ ଲାଉଞ୍ଜ ୩୬୦ ଉଦ୍‌ଘାଟନ

ଭୁବନେଶ୍ୱରରେ ଅତ୍ୟାଧୁନିକ ବିୟୁଟି ସେଲୁନ ଲାଉଞ୍ଜ ୩୬୦ ଉଦ୍‌ଘାଟନ ଭୁବନେଶ୍ୱର (ଏନ୍‌.ଏମ୍‌.): ବାପୁଜୀନଗର ଅଞ୍ଚଳରେ ଏକ ଅତ୍ୟାଧୁନିକ ବିୟୁଟି ସେଲୁନ୍‌, ଲାଉଞ୍ଜ ୩୬୦ର ଆଜି ଶୁଭ ଉଦଘାଟନ ହୋଇଯାଇଛି । ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ କେଶ ବିନ୍ୟାଶ ଏବଂ ସୌନ୍ଦର୍ଯ୍ୟ ଉପବଲବ୍ଧ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ବିଏମସି…

Read More

ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ

ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ଆଜି ସିବିଆଇ ରେଡ ଆରମ୍ଭ ହୋଇଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ସିବିଆଇ ଟିମ୍ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି । ତେବେ ଏ ନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନଥିବା ବେଳେ ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ…

Read More

ମହାନଦୀରେ ପୁଣି କୁମ୍ଭୀର: ଜନସାଧାରଣ ଆତଙ୍କିତ

ମହାନଦୀରେ ପୁଣି କୁମ୍ଭୀର: ଜନସାଧାରଣ ଆତଙ୍କିତ ଚୌଦ୍ୱାର(ଏନ୍‌.ଏମ୍‌.): ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ସମ୍ପ୍ରତି ମହାନଦୀ ଉପରେ ନଦୀକୁଳିଆ ଲୋକମାନେ ବିଶେଷ ନିର୍ଭର କରୁଥିବାବେଳେ କୁମ୍ଭୀର ବୁଲିବା ଦେଖି ନଦୀ କୂଳିଆ ଲୋକେ ଏବେ ଛାନିଆ ହୋଇ ପଡ଼ିଲେଣି । ବିଶେଷ କରି ଟିକରପଡ଼ା ସାତକୋଶିଆ ଗଣ୍ଡରୁ କୁମ୍ଭୀରମାନେ ବେଳେ ବେଳେ ଚାଲିଆସୁଥିବା ଦେଖିବାକୁ ମିଳିଛି । ନିକଟ ଅତୀତରେ ବହୁବାର କୁମ୍ଭୀର ଚାଲି ଆସୁଥିବା ବେଳେ ଜନସାଧାରଣ ଭୟଭୀତ ହୋଇ ପଡ଼ିଥିଲେ…

Read More

ଓଟିଏମକୁ ନେଇ ଏବେ ଚୌଦ୍ୱାର ଚଳଚଞ୍ଚଳ

ଓଟିଏମକୁ ନେଇ ଏବେ ଚୌଦ୍ୱାର ଚଳଚଞ୍ଚଳ ଓଟିଏମ୍ ପୁନରୁଦ୍ଧାର ପାଇଁ ୧୫୦ କୋଟି ପଇଠ କରିବେ ରାଜ୍ୟ ସରକାର, କର୍ମଚାରୀଙ୍କ ବକେୟା ହିସାବ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତ ଅନିଶ୍ଚିତତାରେ କଲୋନୀ ବାସୀଙ୍କ ବାସ କଟକ/ଚୌଦ୍ୱାର(ଏନ୍‌.ଏମ୍‌.): ବହୁ ପ୍ରତିକ୍ଷୀତ ଓଡ଼ିଶା ଟେକ୍ସଟାଇଲ ମିଲ୍‌(ଓଟିଏମ)କୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ହାଇକୋର୍ଟଙ୍କ ରାୟ ପରେ ଓଟିଏମ ପୁନରୁଦ୍ଧାର ହେବା ନେଇ ବାଟ ଫିଟୁଛି । ତେବେ ଓଟିଏମ ବିଚାର ପରେ ଶିଳ୍ପନଗରୀ ଚୌଦ୍ୱାର ଏବେ ଉତ୍ସବ…

Read More

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ମାନପୁର ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀ କଲରାବାଙ୍କ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ରୂପାନ୍ତରିତ କରି ସମଗ୍ର ରାଜ୍ୟ ତଥା ଦେଶରେ ଏକ ଉଦାହରଣ ସୃଷ୍ଟି କରାଇବା କ୍ଷେତ୍ରରେ ମୁଖ୍ୟ ବିନ୍ଧାଣି ମା’ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଲରାବାଙ୍କ ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି…

Read More

କ୍ରସର ୟୁନିଟରୁ ମୂଲ୍ୟବାନ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ

କ୍ରସର ୟୁନିଟରୁ ମୂଲ୍ୟବାନ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ ଯୋଗିଆପଲ୍ଲୀ ଘାଟି ନିକଟରେ ଅବସ୍ଥିତ ବାବା ନୀଳକଣ୍ଠେଶ୍ୱର କ୍ରସର ୟୁନିଟରୁ ସ୍ଥାନୀୟ ଅଞ୍ଚଳର କେତେକ ଦୁବୃର୍ତ୍ତ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି । କ୍ରସର ୟନିଟର ମାଲିକ ଆନନ୍ଦ ଚନ୍ଦ୍ର ଦଳେଇ ଖଣ୍ଡପଡା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କ୍ରସର ୟୁନିଟ ପରିସରରୁ ଦୁବୃର୍ତ୍ତମାନେ ସ୍ଟାଟର, ବ୍ୟାଟେରୀ ହାମର ସମେତ ଅନ୍ୟାନ୍ୟ ସାମଗ୍ରୀ…

Read More

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା କଟକ(ଏନ୍‌.ଏମ୍‌.): କଟକ ସହରର ବହୁବିଧ ସମସ୍ୟା ସମ୍ପର୍କରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟର ସୁବାସ ସିଂହଙ୍କ ସହ ଆଲୋଚନା କରାଯାଇଛି । ସିଏମସି କାର୍ଯ୍ୟାଳୟ ମେୟରଙ୍କ ସମ୍ମିଳନୀ କକ୍ଷ ଠାରେ ଶାନ୍ତି କମିଟିର କର୍ମକର୍ତ୍ତାମାନେ ଏହି ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଅଗଷ୍ଟ ୩୧ ତାରିଖ ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ସହରର କୋଣ ଅନୁକୋଣରୁ…

Read More