ଖଣ୍ଡପଡା ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ଖଣ୍ଡପଡା ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଖଣ୍ଡପଡା(ଏନ୍.ଏମ୍.): ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣ୍ଡପଡା ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଶିବିରରେ ଉପସ୍ଥିତ ରହି ଜନସାଧରଣଙ୍କ ଆପତ୍ତି, ଅଭିଯୋଗ ଗୁଡିକ ଶୁଣିଥିଲେ । ସର୍ବମୋଟ ୧୧୦ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ବିଭିନ୍ନ ଅଭିଯୋଗ ମଧ୍ୟରେ ୯୩ ଗୋଟି ବ୍ୟକ୍ତିଗତ ସମସ୍ୟା ଭତ୍ତତିକ ଅଭିଯୋଗ ହସ୍ତଗତ ହୋଇଥିବାବେଳେ ୨ଗୋଟି ଗ୍ରାମର ସମସ୍ୟା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…
