କଟକ ଦୁର୍ଗାପୂଜା ନେଇ ମହାନଗର ଶାନ୍ତି କମିଟିର ଚୁଡ଼ାନ୍ତ ସମୀକ୍ଷା ବୈଠକ
କଟକ ଦୁର୍ଗାପୂଜା ନେଇ ମହାନଗର ଶାନ୍ତି କମିଟିର ଚୁଡ଼ାନ୍ତ ସମୀକ୍ଷା ବୈଠକ କଟକ (ଏନ୍.ଏମ୍.): କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସ୍ଥାନୀୟ ବିଡାନାସୀସ୍ଥିତ ଚହଟା ମନ୍ଦିରରେ କଟକର ଐତିହାସିକ ଦୁର୍ଗାପୂଜାର ସଫଳତା ନେଇ ଶେଷ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦୁର୍ଗାପୂଜା ପ୍ରସ୍ତୁତି ସଭାରେ କଟକ ସହରର ୧୭୫ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ, ଜିଲ୍ଲା ପ୍ରଶାସନ ଓ ପୁଲିସ…
