ମହାନଦୀକୁ ଡେଇଁ ଯୁବକ ନିଖୋଜ

ମହାନଦୀକୁ ଡେଇଁ ଯୁବକ ନିଖୋଜ ଆଠଗଡ଼(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନ ପ୍ରାୟ ୮ଘଟିକା ସମୟରେ ମୁଣ୍ଡଳୀ ବ୍ରିଜରୁ ଜଣେ ଯୁବକ ମହାନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି । ତେବେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜିବା ସହ ଆଠଗଡ଼ ପୁଲିସ ମଧ୍ୟ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ନିଖୋଜ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ତୁରଂତୁରା ବୋଲି ଜଣାପଡ଼ିଛି । ସେ ଶୈଳଶ୍ରୀ ବିହାରରେ ରହି ବ୍ୟବସାୟ କରୁଥିଲେ । ଯୁବକଙ୍କ…

Read More

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନଭେମ୍ବର ୮ ତାରିଖ ଦିନ ଅବସର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦ୍ୱାରା ଶପଥ ପାଠ କରିଥିବା ବିଚାରପତି…

Read More