ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଯବାନ ମାନଙ୍କୁ ରାକ୍ଷୀ ଭେଟି

ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଯବାନ ମାନଙ୍କୁ ରାକ୍ଷୀ ଭେଟି ଭଦ୍ରକ(ଏନ୍‍.ଏମ୍‍.): ଦେଶରେ ସ୍ୱାଧୀନତା ପ୍ରାପ୍ତିର ୭୫ତମ ପୂର୍ତ୍ତି ପାଳନ ହେଉଛି । ଏହି ଅବସରରେ କୁନିକୁନି ପିଲାମାନେ ଯବାନମାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ଭେଟି ଦେଇ ସେମାନଙ୍କ ମଙ୍ଗଳ କାମନା କରିଥିଲେ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ସ୍ଥିତ ସାଇ ଅନନ୍ତ ଇଣ୍ଟରନ୍ୟାଶନାଲ ସ୍କୁଲ ତରଫରୁ ସ୍ୱାଧୀନତାର ୭୫ତମ ପୂର୍ତ୍ତିର ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭାରତୀୟ ଯବାନ ଭାଇ ମାନଙ୍କୁ ରାକ୍ଷୀ ଭେଟି…

Read More

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ କୋଣାର୍କ(ଏନ୍‍.ଏମ୍‍.): ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖସ୍ଥ ନିଷିଦ୍ଧାଞ୍ଚଳରେ ଦୀର୍ଘଦିନ ଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଶତାଧିକ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ତେବେ ବ୍ୟବସାୟୀମାନେ ଜୀବନ ଜୀବିକା ହରାଉଥିବା ଯୋଗୁଁ ଉଛେଦ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପୁଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି…

Read More

କାନ୍ଥ ଭୁଷୁଡି ବୃଦ୍ଧାଙ୍କର ମୃତ୍ୟୁ

କାନ୍ଥ ଭୁଷୁଡି ବୃଦ୍ଧାଙ୍କର ମୃତ୍ୟୁ ଆଠଗଡ଼(ଏନ୍‍.ଏମ୍‍.): କାନ୍ଥ ଭୁଷୁଡି ପଡିବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ଘଟଣା ଆଠଗଡ଼ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ତେବେ ମୃତା ବୃଦ୍ଧାଙ୍କ ନାମ ଭାରତୀ ଜେନା ୬୦ ବର୍ଷ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶଙ୍କରପୁର ପଞ୍ଚାୟତ ପାମାଳ ଗ୍ରାମର ହୃଷିକେଶ ଜେନାଙ୍କ ପତ୍ନୀ ଭାରତୀ ଭଙ୍ଗା ଦଦରା ଚାଳ ଘରେ ରହୁଥିଲେ । ଦୀର୍ଘଦିନ ଧରି…

Read More

ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କ୍ରାନ୍ତି ଦିବସ

ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କ୍ରାନ୍ତି ଦିବସ ଆଠଗଡ(ଏନ୍‍.ଏମ୍‍.): ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ସଂଘର ବରିଷ୍ଠ ସାମ୍ବାଦିକ ସନାତନ ରାୟ ସଭାପତିତ୍ୱ କରି ‘ମୁଁ ପରାଧୀନ ଭାରତର ନାଗରିକ ହୋଇ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖି ଥିଲି ଓ ଆଜି ମୁଁ ସ୍ୱାଧୀନ ଭାରତର ନାଗରିକ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମୂଖ୍ୟଅତିଥି ଭାବେ ଆଠଗଡ ଉପଖଣ୍ଡ ସୂଚନା…

Read More