ତରାବୋଇ ଗ୍ରାମରେ ୩ ସରକାରୀ ବିଦ୍ୟାଳୟରେ ୩ ବର୍ଷ ହେବ ଝୁଲୁଛି ତାଲା : ବିଦ୍ୟାଳୟ ପାଲଟିଛି ନିଷାଡିଙ୍କ ଆଡ୍ଡାସ୍ଥଳି
ତରାବୋଇ ଗ୍ରାମରେ ୩ ସରକାରୀ ବିଦ୍ୟାଳୟରେ ୩ ବର୍ଷ ହେବ ଝୁଲୁଛି ତାଲା : ବିଦ୍ୟାଳୟ ପାଲଟିଛି ନିଷାଡିଙ୍କ ଆଡ୍ଡାସ୍ଥଳି ଖୋର୍ଦ୍ଧା(ଏନ୍.ଏମ୍.): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଗ୍ରାମରେ ୩ ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୩ ବର୍ଷ ହେବ ତାଲା ଝୁଲୁଛି । ବନ୍ଦ ପଡିରହିଥିବା ବିଦ୍ୟାଳୟମାନଙ୍କରେ ନିଷାଡିମାନଙ୍କର ଆଡାସ୍ଥଳି ପାଲଟିଛି । ତରାବୋଇ ବାବଜା ପ୍ରାଥମିକ ବିଦ୍ୟାଳୟ, କୋରଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ବାବଜା ମୁସଲିମ ବସ୍ତିରେ ଥିବା ଏକ…
