କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ
କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ କଟକ(ଏନ୍.ଏମ୍.): କଟକ ଜିଲ୍ଲା ମାନପୁର ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀ କଲରାବାଙ୍କ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ରୂପାନ୍ତରିତ କରି ସମଗ୍ର ରାଜ୍ୟ ତଥା ଦେଶରେ ଏକ ଉଦାହରଣ ସୃଷ୍ଟି କରାଇବା କ୍ଷେତ୍ରରେ ମୁଖ୍ୟ ବିନ୍ଧାଣି ମା’ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଲରାବାଙ୍କ ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି…
