କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା କଟକ(ଏନ୍‌.ଏମ୍‌.): କଟକ ସହରର ବହୁବିଧ ସମସ୍ୟା ସମ୍ପର୍କରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟର ସୁବାସ ସିଂହଙ୍କ ସହ ଆଲୋଚନା କରାଯାଇଛି । ସିଏମସି କାର୍ଯ୍ୟାଳୟ ମେୟରଙ୍କ ସମ୍ମିଳନୀ କକ୍ଷ ଠାରେ ଶାନ୍ତି କମିଟିର କର୍ମକର୍ତ୍ତାମାନେ ଏହି ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଅଗଷ୍ଟ ୩୧ ତାରିଖ ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ସହରର କୋଣ ଅନୁକୋଣରୁ…

Read More

ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ

ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ସହରତ ତଥା ଉପକଣ୍ଠ ଅଞ୍ଚଳର ରାସ୍ତାକଡ଼ରେ ଥିବା ଦୋକାନବଜାର ଗୁଡ଼ିକୁ ଉଚ୍ଛେଦ କରାଯାଉଛି । ତେବେ ପ୍ରଶାସନର ଏଭଳି କାର୍ଯ୍ୟକୁ କିଛି ଲୋକେ ସମର୍ଥନ କରୁଥିବାବେଳେ ଅନେକ ନିନ୍ଦା କରିଛନ୍ତି । ପ୍ରଶାସନ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଛୋଟ ଛୋଟ ଦୋକାନୀମାନଙ୍କୁ ଉଚ୍ଛେଦ କରି ସେମାନଙ୍କ ଜୀବିକା ଭାଙ୍ଗି ଦେଉଥିବା ଭଳି ସଂଗୀନ…

Read More

ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର

ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର ଆଠଗଡ଼(ଏନ୍‌.ଏମ୍‌.): ପ୍ରଭୁ ଶିବଶଙ୍କରଙ୍କ ଜଳଲାଗି ନିମନ୍ତେ ଯାଉଥିବା ଜଣେ ମହିଳା କାଉଡ଼ିଆ ଆଜି ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା(ଏସସିବି)କୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଏହି ଉପଲକ୍ଷେ ମାନସିକଧାରୀ କାଉଡ଼ିଆମାନେ ଓଡ଼ିଶାର କୋଣ ଅନୁକୋଣରୁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଜଳଲାଗି କରିବା ପାଇଁ ଆସିଥାନ୍ତି…

Read More

ବେଙ୍ଗାଲୁରୁ ଠାରେ ଓଡ଼ିଶାର ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ବେଙ୍ଗାଲୁରୁ ଠାରେ ଓଡ଼ିଶାର ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ପ୍ରଦର୍ଶନୀ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଆମ ରାଜ୍ୟର ଶିଳ୍ପୀ- ସଂସ୍କୃତି ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ବେଙ୍ଗାଲୁରୁର କର୍ଣ୍ଣାଟକ ଚିତ୍ରକଳା ପରିଷଦ ଆର୍ଟ ଗ୍ୟାଲେରୀ ଠାରେ ଓଡ଼ିଶାର ପ୍ରସିଦ୍ଧ ଆଦିବାସୀ (ସଉରା) ଚିତ୍ରକଳାର ପ୍ରଦର୍ଶନୀକୁ ଆଜି ଅପରାହ୍ଣରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଛନ୍ତି । ପ୍ରଦର୍ଶନୀ ଉଦଘାଟନ ଉତ୍ସବରେ ଯୋଗଦାନ କରି…

Read More