ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ । ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକ୍‌ରେ ତଥା ଭୁବନେଶ୍ୱରରେ ଗୋଟିଏ ଆଦର୍ଶ ସ୍କୁଲ ରହିଛି । ସିବିଏସଇ…

Read More

ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ମୂଲ୍ୟାୟନ ବିବାଦରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ମତାମତ ଦାଖଲ ପାଇଁ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ମୂଲ୍ୟାୟନ ବିବାଦରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ମତାମତ ଦାଖଲ ପାଇଁ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ଭୁବନେଶ୍ୱର (ଏନ୍‌.ଏମ୍‌.): ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପରେ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀ ବର୍ତ୍ତମାନ ସେମାନଙ୍କ ଫଳାଫଳ ଓ ବୋର୍ଡର ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ମୂଲ୍ୟାୟନ ପଦ୍ଧତି ପରିବର୍ତନ ଉପରେ ପ୍ରଶ୍ନ ଉଠାଇଛନ୍ତି । କରୋନା ପାଇଁ ଏବର୍ଷର ପରୀକ୍ଷା…

Read More

ଜାତୀୟ କ୍ରୀଡା ଦିବସରେ ନିଯୁକ୍ତି ପତ୍ର

ଜାତୀୟ କ୍ରୀଡା ଦିବସରେ ନିଯୁକ୍ତି ପତ୍ର ପୁରୀ/କୋଣାର୍କ (ଏନ୍‌.ଏମ୍‌.): ଜାତୀୟ କ୍ରୀଡ଼ା ଦିବସ ଅବସରରେ ପୁରୀ ଜିଲ୍ଲାର କ୍ରୀଡ଼ାବିତ୍ତଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାର ତିନି ଜଣ ଭିନ୍ନକ୍ଷମ କ୍ରୀଡାବିତଙ୍କୁ ଜାତୀୟ କ୍ରୀଡ଼ା ଦିବସ ଅବସରରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ଓଏମସିରେ ପ୍ରଥମ ଶ୍ରେଣୀ ପଦରେ ନିଯୁକ୍ତି ଦିଆଯାଇଥିବା ବେଳେ ପାରା ଆଥଲେଟ ପୁଲିନ କୁମାର ମାନସିଂ ଓ ଅକ୍ଷୟ କୁମାର ସାହୁଙ୍କୁ ରାଜସ୍ୱ…

Read More

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ଦିନରୁ ଏକ ହେଲଞ୍ଜ୍ ୟୁନିଭରସିଟିର ଆବଶ୍ୟକତା ରହିଥିଲା, ଯାହାକି ଏବେ ପୂରଣ ହେବାକୁ ଯାଉଛି । ଏହା ଦେଶର ୧୭ତମ ହେଲଥ୍‌? ୟୁନିଭରସିଟି ଭାବେ ପରିଗଣିତ ହେବ । ରାଜ୍ୟ ସରକାର ସମସ୍ତଙ୍କୁ ହାତପାଆନ୍ତାରେ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’କୁ ପାଥେୟ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗେଇ ଚାଲିଛି ବୋଲି…

Read More

କଟକ ଦୁର୍ଗାପୂଜା ନେଇ ମହାନଗର ଶାନ୍ତି କମିଟିର ଚୁଡ଼ାନ୍ତ ସମୀକ୍ଷା ବୈଠକ

କଟକ ଦୁର୍ଗାପୂଜା ନେଇ ମହାନଗର ଶାନ୍ତି କମିଟିର ଚୁଡ଼ାନ୍ତ ସମୀକ୍ଷା ବୈଠକ କଟକ (ଏନ୍‌.ଏମ୍‌.): କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସ୍ଥାନୀୟ ବିଡାନାସୀସ୍ଥିତ ଚହଟା ମନ୍ଦିରରେ କଟକର ଐତିହାସିକ ଦୁର୍ଗାପୂଜାର ସଫଳତା ନେଇ ଶେଷ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦୁର୍ଗାପୂଜା ପ୍ରସ୍ତୁତି ସଭାରେ କଟକ ସହରର ୧୭୫ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ, ଜିଲ୍ଲା ପ୍ରଶାସନ ଓ ପୁଲିସ…

Read More

କୟଳପଡ଼ା ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

କୟଳପଡ଼ା ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଲପଡ଼ା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ ଶୈଳବାଳା ନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ପଞ୍ଚାୟତରେ ସମସ୍ତ ଜନସାଧାରଣ କିଭଳି ସରକାରୀ ସୁବିଧା ପାଇ ପାରିବେ ସେଥି ପାଇଁ ଚେଷ୍ଟା କରିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ତୃଣମୂଳସ୍ତରରୁ ସଂଗଠନକୁ…

Read More

କୁଏତରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ଭାରତୀୟ ପ୍ରବାସୀ ପରିଷଦ ସଂଘ

କୁଏତରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ଭାରତୀୟ ପ୍ରବାସୀ ପରିଷଦ ସଂଘ କୁଏତ (ଏଜେନ୍ସି): କୁଏତସ୍ଥିତ ଅବୁହଲିଫାର ଦୁମ୍ ହଲ୍‌ରେ ଭାରତୀୟ ପ୍ରବାସୀ ପରିଷଦ ସଂଘ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ତଥା ଆଜାଦିକା ଅମୃତ ପାଳିତ ହୋଇଯାଇଛି । ଭାରତୀୟ ପ୍ରବାସୀ ପରିଷଦ ସଂଘ ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ସଂଗଠନ । ଏହି ସଙ୍ଗଠନ ଆନୁକୁଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ପ୍ରବାସୀ ପରିଷଦର ଅଧ୍ୟକ୍ଷ ବିନୋୟ ସେବାସ୍ତିୟାନ,…

Read More

ମହାନଦୀକୁ ଡେଇଁ ଯୁବକ ନିଖୋଜ

ମହାନଦୀକୁ ଡେଇଁ ଯୁବକ ନିଖୋଜ ଆଠଗଡ଼(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନ ପ୍ରାୟ ୮ଘଟିକା ସମୟରେ ମୁଣ୍ଡଳୀ ବ୍ରିଜରୁ ଜଣେ ଯୁବକ ମହାନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି । ତେବେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜିବା ସହ ଆଠଗଡ଼ ପୁଲିସ ମଧ୍ୟ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ନିଖୋଜ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ତୁରଂତୁରା ବୋଲି ଜଣାପଡ଼ିଛି । ସେ ଶୈଳଶ୍ରୀ ବିହାରରେ ରହି ବ୍ୟବସାୟ କରୁଥିଲେ । ଯୁବକଙ୍କ…

Read More

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନଭେମ୍ବର ୮ ତାରିଖ ଦିନ ଅବସର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦ୍ୱାରା ଶପଥ ପାଠ କରିଥିବା ବିଚାରପତି…

Read More

ବିନା ଟିକଟରେ ରେଳଯାତ୍ରା ୬୯ ଗିରଫ

ବିନା ଟିକଟରେ ରେଳଯାତ୍ରା ୬୯ ଗିରଫ କଟକ(ଏନ୍‌.ଏମ୍‌.): ମାଗଣା ତଥା ବିନା ଟିକଟରେ ରେଳଯାତ୍ରା ବୃଦ୍ଧି ପାଇଉଥିବାବେଳେ ଏବେ ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ଆରପିଏଫ(ରେଳବାଇ ସୁରକ୍ଷା ବଳ) ପକ୍ଷରୁ ଜୋରଦାର ଯାଞ୍ଚ କରାଯାଇଥିଲା । କଟକ ରେଳଷ୍ଟେସନ ଦେଇ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ ଓ ପ୍ଲାଟଫର୍ମରେ ଯାତ୍ରୀଙ୍କ ଟିକଟ ଯାଞ୍ଚ କରାଯାଇଥିଲା । ଏହି ସମୟରେ ୬୯ ଜଣ ବ୍ୟକ୍ତି ବିନା ଟିକେଟରେ ଯାତ୍ରା…

Read More

ହାଇକୋର୍ଟରୁ ଜାମିନ ପାଇଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ହାଇକୋର୍ଟରୁ ଜାମିନ ପାଇଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ କଟକ (ଏନ୍‌.ଏମ୍‌): ବରିଷ୍ଟ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ସେ ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ତଥା ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମଞ୍ଜୁର ହୋଇଛି । ତେବେ ଟଙ୍କା ବକେୟା ମାମଲାରେ ଅର୍ଦ୍ଧେନ୍ଦୁଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସୂଚନା ଥାଉକି, ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ଚଳିତ ବର୍ଷ ଜୁନ୍…

Read More

ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜପଥ ଅବରୋଧ କଲେ ଗ୍ରାମବାସୀ

ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜପଥ ଅବରୋଧ କଲେ ଗ୍ରାମବାସୀ ଖୋର୍ଦ୍ଧା(ଏନ୍‌.ଏମ୍‌.): ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ତାତିଲେ ଅଞ୍ଚଳବାସୀ । ଗୋଟିଏ ପଟେ ପୁଲିସ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ବିଭାଗ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାଜିଲ୍ଲା ପୁବୁ ସାହି ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ପୋଲିସ କାର୍ଯ୍ୟନୁଷ୍ଠାନ ନନେବାରୁ ପ୍ରଥମେ…

Read More