ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ
ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ [caption id="attachment_5823" align="alignnone" width="300"] News by Basanta Ratha (Cuttack)[/caption] ନେମାଳ(ଏନ୍.ଏମ୍.): କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ସମ୍ପ୍ରତି ରାଜ୍ୟରେ ଆସାମାଜିକ ତଥା ମାଫିଆମାନେ ନିଜର ଅନୈତିକ…












