ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର
ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର ଆଠଗଡ(ଏନ୍.ଏମ୍.): ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଥି ସହିତ ଅନ୍ୟ ଜଣେ ଅଭିଯୁକ୍ତଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟକଟା ଗ୍ରାମର ବିଷ୍ଣୁ ପ୍ରସାଦ ନାୟକ ଓରଫ୍ ଜଗୁ(୨୫) ବୋଲି ଜଣାପଡ଼ିଛି । ଅନ୍ୟ ଫେରାର ଥିବା ଅଭିଯୁକ୍ତ ଜଣକ ସେହି ଗ୍ରାମର ସୁରେଶ…
