‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଯାଇଛି । ଓଏସ୍‌ଆରଟି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି । ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍ ଦ୍ୱାରା ଏହି ବସ୍…

Read More

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ଜଗତପୁର(ଏନ୍‌.ଏମ୍‌.): ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ସଂଘ ପକ୍ଷରୁ ଏହି ଦାବିଗୁଡ଼ିକୁ ଆଜି ସ୍ଥାନୀୟ ଜଗତପୁରସ୍ଥିତ ସତ୍ୟମ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ମନମୋହନ ସେଠୀ, ରାଜ୍ୟ ଉପ ପ୍ରଭାରୀ ଅବଦୁଲ ଅରଫିନ, ଡିଭିଜନ କମିଟି ସଦସ୍ୟ ଅମୀୟ କୁମାର…

Read More

ଭଦ୍ରକ ନାହାକାଣୀଢିହି ଥାନାରେ ବଢ଼ୁଛି ଅସାମାଜିକଙ୍କ ରାଜ

ଭଦ୍ରକ ନାହାକାଣୀଢିହି ଥାନାରେ ବଢ଼ୁଛି ଅସାମାଜିକଙ୍କ ରାଜ ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏବେ ଅସାମାଜିକ ବ୍ୟକ୍ତିଙ୍କ ରାଜୁତି ବଢ଼ିବାରେ ଲାଗିଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବା ସହ ଜନସାଧାରଣ ଅସୁରକ୍ଷିତ ମଣୁଛନ୍ତି । ଏପରିକି ନାୟକାଣୀଢିହି ଥାନା ମଧ୍ୟ ଦଲାଲଙ୍କ କବ୍‌ଜାରେ ରହିଥିବା ଚର୍ଚ୍ଚାର ବିଷୟ ହୋଇଛି । ଥାନା ଭିତରେ ଚାଲୁଛି ଦଲାଲଙ୍କ ରାଜୁତି । ଏପରିକି ଥାନାରେ ରାତି ପାହିଲେ ଲାଗୁଛି ଦଲାଲଙ୍କ ଭିଡ, କିଛି ଦିନ ଭିତରେ ମଦ…

Read More

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଆଜି ବାଚନିକ ଭୋଟ ପରେ ଶ୍ରର ଆରୁଖଙ୍କୁ ବାଚସ୍ପତି ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂ ଘୋଷଣା କରିଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଏଥିରେ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପ-ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁୟାୟୀ…

Read More

କଟକରେ ବାଲିଯାତ୍ରା ହେବା ନେଇ ସୂଚନା ଦେଲେ ଜିଲ୍ଲାପାଳ କରୋନା ପାଇଁ ୨ବର୍ଷ ବନ୍ଦ ଥିଲା ଏହି ଐତିହାସିକ ମେଳା କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ କଟକରେ ପୁଣି ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଉତ୍ସବ ତଥା ଧାର୍ମିକ, ସାମାଜିକ ଆଦି ଜନସମାଗମ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇଥିଲା…

Read More

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ ନରସିଂହପୁର(ଏନ୍‌.ଏମ୍‌.): ବିଭିନ୍ନ ଦାବି ନେଇ ଆଜି କଟକ ଜିଲ୍ଲା ନରସିଂହପୁର ପଞ୍ଚମୁହିଁ ଛକ ଠାରେ ଆଶା କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ନରସିଂହପୁରରେ କାର୍ଯ୍ୟରତ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ କର୍ମୀମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ବିପିଏମ (ବ୍ଲକ ପ୍ରୋଗ୍ରାମ ମ୍ୟାନେଜର)ଙ୍କ ବଦଳି ବାତିଲ ଦାବିକରି ରାସ୍ତା ଅବରୋଧ କରିଛନ୍ତି…

Read More