କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା
କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା କଟକ(ଏନ୍.ଏମ୍.): ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଥିବାବେଳେ ଏ ସବୁ ଜନସାଧାରଣଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି । ଏପରିକି ବ୍ଲକସ୍ତରରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ବସୁଧା ଯୋଜନା ମାଧ୍ୟମରେ ଉଚ୍ଚ ସମ୍ପନ୍ନ ପାନୀୟ ଜଳ ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ପାନୀୟ ଜଳ ବିଭାଗୀୟ ଅଧିକାରୀଙ୍କ…
