ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ
ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି ନିର୍ମାଣ କରାଯିବ ପ୍ୟାକ୍ସ/ଲ୍ୟାମ୍ପସ୍ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର(ଏନ.ଏମ୍.): କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ସୁବିଧାରେ ବିକ୍ରିବଟାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଖରିଫ ଓ ରବିଧାନ…
