କଟକ ଜିଲ୍ଲା ଆଥଲେଟିକ ଆସୋସଏସନର ବାର୍ଷିକ ଉତ୍ସବ : ଦଳଗତ ଭାବେ ପିବି ଆଥଲେଟିକ ଚାମ୍ପିଅନ
କଟକ ଜିଲ୍ଲା ଆଥଲେଟିକ ଆସୋସଏସନର ବାର୍ଷିକ ଉତ୍ସବ : ଦଳଗତ ଭାବେ ପିବି ଆଥଲେଟିକ ଚାମ୍ପିଅନ କଟକ(ଏନ୍.ଏମ୍.): ଦୁଇ ଦିନ ଧରି ବାରବାଟୀ ଷ୍ଟାଡିୟମରେ ଚାଲିଥିବା କଟକ ଜିଲ୍ଲା ଆଥଲେଟିକ ଆସୋସିଏସନର ବାର୍ଷିକ କ୍ରୀଡା ଉତ୍ସବ-୨୦୨୧ ଉଦଯାପିତ ହୋଇଯାଇଛି । ଏହି କ୍ରୀଡାରେ ଦଳଗତ ଭାବେ କଟକର ପିବି ଆଥଲେଟିକ କୋଚିଂ ସେଣ୍ଟର ୪୩୪ ପଏଣ୍ଟ ପାଇ ଚାମ୍ପିଅନ ହୋଇଛି । ତେବେ ଏହି କ୍ରୀଡାରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିବା ସହ ପିବି ଆଥଲେଟିକ ଦଳ…
