ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା
ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା କଟକ(ଏନ୍.ଏମ୍.): ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ଏସ୍ୟୁସିଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା ହୋଇଥିଲା । କଟକ କଲେଜ ଛକ ନେତାଜୀ ପ୍ରତିମୁର୍ତ୍ତି ସମ୍ମୁଖରୁ ବାଇକ ଶୋଭାଯାତ୍ରା ବାହାରି ଥିଲା । ସହରର ସମସ୍ତ ସ୍ଥାନ, ସିଡିଏ, ଖପୁରିଆ, ନୂଆବଜାର, ମହାନଦୀ ବିହାର ସହରର ପ୍ରମୁଖ ଅଞ୍ଚଳ ଶୋଭାଯାତ୍ରା ପରିକ୍ରମା କରିଥିଲା । ଏହି…
