ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷିକ ଉତ୍ସବ
ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷିକ ଉତ୍ସବ କଟକ(ଏନ୍.ଏମ୍.): ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକର ମୁଖ୍ୟ ସମ୍ପାଦକ କବିସାରଥୀ ଡକ୍ଟର ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପୌରୋହିତରେ ଆର୍ଯ୍ୟକବି ପଣ୍ଡିତ ଡଃ. ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନୀସ୍ଫୁଲିଙ୍ଗ (ରାଉରକେଲା) ଓ ଓଡିଶା ପୂଜ୍ୟପୁଜା ପରିଷଦ (କଟକ) ଆନୁକୂଲ୍ୟରେ ଦିବସ ବ୍ୟାପି ୪୫ତମ ରାଜ୍ୟସ୍ତରୀୟ ଲେଖକ,କବି ଓ କଳାକାର ସମାବେଶ, କବିତା ପାଠ, ପୁସ୍ତକ ଉନ୍ମୋଚନ, ସାଧାରଣ…
