ପିଠିକୁ ନମାରି ପେଟକୁ ମାରିଲେ ଦୁବୃର୍ତ୍ତ: ଗାଡ଼ିରେ ନିଆଁ ଲଗାଇଦେଇଥିବା ଅଭିଯୋଗ
ପିଠିକୁ ନମାରି ପେଟକୁ ମାରିଲେ ଦୁବୃର୍ତ୍ତ: ଗାଡ଼ିରେ ନିଆଁ ଲଗାଇଦେଇଥିବା ଅଭିଯୋଗ ଭଦ୍ରକ (ଏନ୍.ଏମ୍.): ପିଠିକୁ ନମାରି ମାରିଲେ ପେଟକୁ । ଛଡ଼ାଇନେଲେ ପରିବାର ମୁହଁରୁ ଦାନା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନାୟକପୁର ପଞ୍ଚାୟତ ଦାସ ସାହି ଅଞ୍ଚଳରେ । ପରିବାର ପ୍ରତିପୋଷଣ କରିବା ନିମନ୍ତେ ରୋଜଗାର ଖୋଜି ଖୋଜି ନୟାନ୍ତ ହେବା ପରେ ପତ୍ନୀଙ୍କ ଗହଣା ବିକ୍ରି ଏବଂ କରଜ କରି ଚାରିଚକିଆ ଗାଡ଼ିଟି କରିଥିଲେ…
