ଠିକାଦାରଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ : ସୁନାରିବଣ ପରେ ଭୁସୁଡିଲା ହୁରାସାହି କେନାଲ ବନ୍ଧ
ଠିକାଦାରଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ : ସୁନାରିବଣ ପରେ ଭୁସୁଡିଲା ହୁରାସାହି କେନାଲ ବନ୍ଧ ଜଗତପୁର(ଏନ୍.ଏମ୍.): ଗ୍ରାମ୍ୟ ଉନୟନ୍ନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଚମ୍ପତି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ହୁରାସାହି-ସୁନାରିବଣ ଅଧିବାସୀଙ୍କ ପାଇଁ କେନ୍ଦ୍ରାପଡା କେନାଲ ମଧ୍ୟରେ ଫୁଟ ବ୍ରିଜ ନିର୍ମାଣ କରାଯାଉଛି । ପଞ୍ଚାୟତ ନିର୍ବାଚନ ସମୟରେ ଆଚରଣ ବିଧି ଲାଗୁହେବା ପରେ ଏହି ପ୍ରକଳ୍ପକୁ ବିନା ଫଳକରେ ଶିଳାନ୍ୟାସ କରାଯାଇଥିଲା । ଫୁଟ୍ ବ୍ରିଜଟି ନିର୍ମାଣ କରାଗଲେ…
