କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ
କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ କଟକ(ଏନ୍.ଏମ୍.): କଟକ ସହରରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପୌର ନିର୍ବାଚନ । ଏଥର କଟକ ମହାନଗର ନିଗମ ନିର୍ବାଚନ ପାଇଁ ୫୫ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । କଟକ ମହାନଗର ନିଗମର ୫୯ଟି ୱାର୍ଡ଼ରେ ୪୪୯ଟି ବୁଥରେ ମତଦାତାମାନେ ମତଦାନ କରିଥିଲେ । ଏଥର ମୋଟ ୨୭୨ପ୍ରାର୍ଥୀ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ଶୃଙ୍ଖଳା ଦୃଷ୍ଟିରୁ ସମସ୍ତ ବୁଥକୁ ନେଇ ୮ଟି…
