ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର
ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର କଟକ(ଏନ୍.ଏମ୍.): କଟକ ସହରରେ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସରଗରମ ସେତିକି ବୃଦ୍ଧି ପାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଥିବାବେଳେ କଂଗ୍ରେସ ମଧ୍ୟ ନିଜର ପ୍ରଚାର ଉପରେ ଗୁରୁତ୍ୱ ଦେଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି । ବିଧାୟକ ଇଂ. ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ସୁରେଶ…
