ଓଲସା ପକ୍ଷରୁ ହୋଲି ଉତ୍ସବ ଓ ବସନ୍ତମିଳନ

ଓଲସା ପକ୍ଷରୁ ହୋଲି ଉତ୍ସବ ଓ ବସନ୍ତମିଳନ କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ ଆସୋସିଏସନ(ଓଲସା) ପକ୍ଷରୁ ନିଆରା ହୋଲି ଓ ବସନ୍ତ ମିଳନ ଉତ୍ସବ ପାଳନ କରାଯାଇଛି । କୌଣସି ରାସାୟନିକ ରଙ୍ଗ ବ୍ୟବହାର ନକରି କେବଳ ପ୍ରାକୃତିକ ରଙ୍ଗ ଅବିରରେ ହୋଲି ଖେଳିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯିବା ସହ ଆନନ୍ଦ ଉଲ୍ଲାସର ପର୍ବ ହୋଲିରେ କେହି ଯେଭଳି ଉପାସରେ ନରହିବେ ସେ ନେଇ ପଦକ୍ଷେପ ନିଆଯାଇଥିଲା । ବିଶେଷ କରି…

Read More

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼ କଣ୍ଟାପଡ଼ା(ଏନ୍‌.ଏମ୍‌.): ତ୍ରିସ୍ତରୀୟ ନିର୍ବାଚନ ଶେଷ ପରେ ମଧ୍ୟ ହିଂସାକାଣ୍ଡ ଥମିନି । ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ଗଣ୍ଡଗୋଳ, ମାଡ଼ପିଟ, ହଣାକଟା ସହିତ ବୋମା ମାଡ଼ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜିବି ଗାଁ ରାଜନୀତିର ଉଷ୍ମତା ରହିଛି । କେଉଁଠି ହାରିଯାଇଥିବା ପ୍ରାର୍ଥୀଙ୍କ ସମର୍ଥକ ଗଣ୍ଡଗୋଳ କରୁଛନ୍ତି ତ ଆଉ କେଉଁଠି ଜିତିଥିବା ପ୍ରାର୍ଥୀଙ୍କ ସମର୍ଥକ ଟାହି ଟାପରା କରି…

Read More