କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ
କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ କଟକ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଉନଥିବା ଜଣାପଡ଼ିଛି । ତେବେ ଏହାକୁ ଅଙ୍କୁଶ ଲଗାଇବା ପାଇଁ କମିଶନରେଟ ପୁଲିସ ମଧ୍ୟ ତତ୍ପରତା ଦେଖାଇଛି । ଗୋଟିଏ ପରେ ସାଇବର ଠକ ମାତିଥିବାବେଳେ ପୁଲିସ ମଧ୍ୟ ସେମାନଙ୍କୁ ଜବତ କରିବା ପାଇଁ ବିଭିନ୍ନ ପଦକ୍ଷେପ…
