ଶିଶୁପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ

ଶିଶୁପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ କଟକ(ଏନ୍‌.ଏମ୍‌.): କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣେ ଶିଶୁ ପୁତ୍ରର ଅବସ୍ଥା ଦିନକୁ ଦିନ ବିଗିଡ଼ି ଯାଉଥିବାବେଳ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ କୁନି ପିଲାଟିର ଚିକିତ୍ସା ନିମନ୍ତେ ଯଦି କୌଣସି ସହୃଦୟ ବ୍ୟକ୍ତି କିଛି ଆର୍ଥିକ ସହାୟତା ପ୍ରଦାନ କରନ୍ତି ତେବେ ଶିଶୁଟିର ଜୀବନ ବଞ୍ôଚପାରିବ ବୋଲି ତାଙ୍କ ପରିବାର ଲୋକେ ଆକୁଳ ନିବେଦନ…

Read More