କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା
କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା ଜଗତପୁର (ଏନ୍.ଏମ୍.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ସରଗରମ ହେବାରେ ଲାଗିଚି । ଏହି ପରିପେକ୍ଷୀରେ ଜଗତପୁର ଅଞ୍ଚଳର ୪୮ନମ୍ବର ୱାର୍ଡ ସ୍ଥିତ ନିମପୁର କୃଷ୍ଣେଶ୍ୱର ଦୋଳ ସଭା ମଣ୍ଡପ ଓ ୪୯ନମ୍ବର ୱାର୍ଡର ତ୍ରୀନାଥ ସାହି ଆଦିବାସି ବସ୍ତି ପାଶ୍ୱର୍ ପଡିଆରେ ବିଜେଡିର ନିର୍ବାଚନୀ ସଭା ଅନୁଷ୍ଟିତ ହୋଇଯାଇଛି । ନିମପୁର କୃଷ୍ଣେଶ୍ୱର ମନ୍ଦିର ପାଶ୍ୱର୍ ପଡିଆରେ…
