ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ
ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ କଟକ(ଏନ୍.ଏମ୍.): ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖଣି ଉତ୍ତୋଳନ ମାମଲାର ଶୁଣାଣିକରି ମାନ୍ୟବର ହାଇକୋର୍ଟ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ବାଦାମପାହାଡ଼ ଗ୍ରାମର ଏସ୍.କେ.ସାଜିଦ୍ ଅଲ୍ଲୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାରେ ମୁଖ୍ୟ ବିଚାରପତି ଡ.ଏସ୍. ମୁରଲୀଧର ଏବଂ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଖଣି…
