ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା
ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା କଟକ(ଏନ୍.ଏମ୍.):ଯାତ୍ରା ଜଗତର ବରିଷ୍ଠ କଳାକାର ନିତ୍ୟାନନ୍ଦ ପାଢୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ କଟକ ବଡ଼ ମେଡ଼ିକାଲ(ଏସସିବି) ହୃଦରୋଗ ବିଭାଗରେ ଚିକିତ୍ସିତ ହେଉଛନ୍ତି । ଗୁରୁବାର ଅସୁସ୍ଥ ଶ୍ରୀ ପାଢୀଙ୍କୁ ଭେଟିଛନ୍ତି ଯାତ୍ରା ଟାଇଗର ଭାବେ ପରିଚିତ ଦୈତାରୀ ପଣ୍ଡା । ଶ୍ରୀ ପଣ୍ଡା ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଡାକ୍ତରୀ ଟିମ ସହ ଆଲୋଚନ କରିବା ସହ ତାଙ୍କର ଆଶୁ…
