ଖାଇବା ତେଲ ଦର ବୃଦ୍ଧି ନେଇ କଟକ ଜିଲ୍ଲା ଯୋଗାଣ ବିଭାଗର ଚଢ଼ାଉ

ଖାଇବା ତେଲ ଦର ବୃଦ୍ଧି ନେଇ କଟକ ଜିଲ୍ଲା ଯୋଗାଣ ବିଭାଗର ଚଢ଼ାଉ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ଖାଦ୍ୟସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ରୋକିବା ନିମନ୍ତେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ କଟକର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଛି । ବିଶେଷ କରି ଖାଇବା ତେଲ ହଠାତ୍ ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ତୁଷାରକାନ୍ତ ଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଟକ ଜିଲ୍ଲା ଯୋଗାଣ ବିଭାଗର ଏକ…

Read More

ସିଏମସି ନିର୍ବାଚନ: ଦାଖଲ ହେଲା ୭ଟି ପ୍ରାର୍ଥୀପତ୍ର, ପ୍ରାର୍ଥୀପତ୍ର କ୍ରୟ ଦାଖଲର ତୃତୀୟ ଦିନରେ୧୧୧ଜଣ କର୍ପୋରେଟର ଓ ୨ଜଣ ମେୟର ପାଇଁ କିଣିଲେ ନାମାଙ୍କନପତ୍ର

ସିଏମସି ନିର୍ବାଚନ: ଦାଖଲ ହେଲା ୭ଟି ପ୍ରାର୍ଥୀପତ୍ର, ପ୍ରାର୍ଥୀପତ୍ର କ୍ରୟ ଦାଖଲର ତୃତୀୟ ଦିନରେ୧୧୧ଜଣ କର୍ପୋରେଟର ଓ ୨ଜଣ ମେୟର ପାଇଁ କିଣିଲେ ନାମାଙ୍କନପତ୍ର କଟକ(ଏନ୍‌.ଏମ୍‌.): କଟକରେ ପୌର ନିର୍ବାଚନ ପାଇଁ ଅବଗଣନା ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ନାମାଙ୍କନପତ୍ର କ୍ରୟ ଓ ଦାଖଲ ଗତ ୨ତାରିଖରୁ ଜାରି ରହିଛି । ତେବେ ଦୁଇ ଦିନ ମଧ୍ୟରେ ଶତାଧିକ ପ୍ରାର୍ଥୀ ନାମାଙ୍କନପତ୍ର କ୍ରୟ କରିଥିଲେ ମଧ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ । ମାତ୍ର ଆଜି ପୁଣି…

Read More

ମଶାକଣି ୱେୟାର ହାଉସ୍ ହତ୍ୟା ଘଟଣାର ପର୍ଦ୍ଦାଫାସ

ମଶାକଣି ୱେୟାର ହାଉସ୍ ହତ୍ୟା ଘଟଣାର ପର୍ଦ୍ଦାଫାସ ଗାଳି ପାଇଁ ମିସ୍ତ୍ରୀଙ୍କୁ ହତ୍ୟା କଲେ ମଉସା-ପୁତୁରା କେନ୍ଦ୍ରାପଡ଼ା(ଆହ୍ଲାଦ ମହାନ୍ତି): ମାର୍ଶାଘାଇ ଥାନା ଅନ୍ତର୍ଗତ ମଶାକଣି ସେଂଟ୍ରାଲ ୱେୟାର ହାଉସ୍ ପାଖରେ ଘଟିଥିବା ରାଜମିସ୍ତ୍ରୀ ରାମଚନ୍ଦ୍ର ଘଡାଇ ଓରଫ କାଳିଆ(୩୦)ଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଗତ ଫେବୃଆରୀ ୨୭ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ଜଣଙ୍କୁ ମାର୍ଶାଘାଇ ପୁଲିସ ମାତ୍ର ୩୬ଘଂଟା ମଧ୍ୟରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ…

Read More

କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ

କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ମେୟର/ ଚେୟାରମ୍ୟାନ ସିଧାସଳଖ ମତଦାନ ହେବ । ତେଣୁ ପୂର୍ବ ନିର୍ବାଚନ ଭଳି କର୍ପୋରେଟର/କାଉନସିଲର ମାନଙ୍କ ମଧ୍ୟରୁ ମେୟର/ଚେୟାରମ୍ୟାନ ବଛା ବଛି କରିବାକୁ ପଡ଼ୁନଥିବାରୁ ଭୋଟର ମାନେ ଉଭୟପ୍ରାର୍ଥୀଙ୍କୁ ସିଧାସଳଖ ମତଦାନ କରିବେ । ଏଥିପାଇଁ ବିଭିନ୍ନ ରାଜନୈତିକ ସ୍ତରରେ ଜୋରଦାର…

Read More