Month: January 2022

ନରାଜ ବ୍ରିଜ୍‌ରେ ବନ୍ଧୁକ ଦେଖାଇ ଲୁଟ ଘଟଣା:୨ଗିରଫ, ମାରଣାସ୍ତ୍ର ଜବତ

ନରାଜ ବ୍ରିଜ୍‌ରେ ବନ୍ଧୁକ ଦେଖାଇ ଲୁଟ ଘଟଣା:୨ଗିରଫ, ମାରଣାସ୍ତ୍ର ଜବତ ଫଟୋ– ପଦ୍ମଲୋଚନ ମିଶ୍ର କଟକ(ଏନ୍‌.ଏମ୍‌.): ସିଡିଏ ଫେଜ -୨ ଥାନା ଅନ୍ତର୍ଗତ ନରାଜ ବ୍ରିଜ୍‌ରେ ବନ୍ଧୁକ ଦେଖାଇ ଗାଡିରୁ ଲୁଟ୍ କରିବା ଘଟଣାରେ ପୁଲିସ ୨ ଜଣ ଦୁର୍ଦ୍ଧାନ୍ତ ଲୁଟେରାଙ୍କୁ…

ବୋର୍ଡ଼ର ପ୍ରସ୍ତୁତି ଶେଷ: ପରୀକ୍ଷା ଦେବେ ରାଜ୍ୟରେ ୫ଲକ୍ଷ ୭୬ହଜାର ୩୮୭ ଛାତ୍ରଛାତ୍ରୀ

ବୋର୍ଡ଼ର ପ୍ରସ୍ତୁତି ଶେଷ: ପରୀକ୍ଷା ଦେବେ ରାଜ୍ୟରେ ୫ଲକ୍ଷ ୭୬ହଜାର ୩୮୭ ଛାତ୍ରଛାତ୍ରୀ କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ନୂତନ ପଦ୍ଧତିରେ ମାଟ୍ରିକ ପରୀକ୍ଷା କରାଯିବ । ଏଥିଲାଗି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବା ବୋର୍ଡ଼ କର୍ତ୍ତୃପକ୍ଷ…

ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ

ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ ବୈପାରିଗୁଡା (ଏନ୍‌.ଏମ୍‌.): ବ୍ଲକସ୍ତରୀୟ କ୍ରିକେଟ ପ୍ରତିଯୋଗିତା ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ ବୈପାରିଗୁଡା ସ୍ଥିତ ପଶ୍ଚିମେଶ୍ୱର ମନ୍ଦିର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।…

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଆଧ୍ୟାତ୍ମିକ କବି ଚେତନା ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଆଧ୍ୟାତ୍ମିକ କବି ଚେତନା ସମ୍ମାନ ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ ଆର୍ଟ ସ୍କୁଲର ଚତୃଦଶ ବାର୍ଷିକ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଆଧ୍ୟାତ୍ମିକ କବି…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା: ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ…

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଭୁବନେଶ୍ୱରର ବାଣୀବିହାରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛି । ଅଫିସ କର୍ମଚାରୀଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ…

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ ବୈପାରିଗୁଡା(ଏନ୍‌.ଏମ୍‌.): କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଅଶ୍ୱିନୀ ପଟ୍ଟନାୟକ ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ…

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ କଟକ(ଏନ୍‌.ଏମ୍‌.): ଫାସରେ ପଡ଼ି ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ଅଞ୍ଚଳ ଫୁଲବାଡ଼ି ତୋଟା ଠାରେ ଏହି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା…

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଞ୍ଚଳରେ ହାତୀ ଗ୍ରାମାଭିମୁଖୀ ହେବା ସହ ବ୍ୟାପକ ଧନ ଜୀବନ କ୍ଷତି କରିଛନ୍ତି ।…

ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ

ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଚୌଦ୍ୱାର ପୌରପାଳିକା ସମେତ ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ…

‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’

‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’ କଟକ(ଏନ୍‌.ଏମ୍‌.): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲେଙ୍ଗାନାରେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ୨୨୫୦ଟଙ୍କା ଭତ୍ତା ଦିଆ ଯାଉଥିବା ବେଳେ ଓଡ଼ିଶାରେ ମାତ୍ର ୫୦୦ ଟଙ୍କା ଦିଆଯିବା…

ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ: ଟ୍ରକ ଜବତ, ଜଣେ ଅଟକ

ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ: ଟ୍ରକ ଜବତ, ଜଣେ ଅଟକ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ପୁଣି ଏକ ନକଲି ସିମେଣ୍ଟ କାରଖାନା ଠାବ । ଏହି ଅଞ୍ଚଳରେ ପୂର୍ବରୁ ଏକାଧିକ ନକଲି ସିମେଣ୍ଟ କାରଖାନା ଚଢ଼ାଉ କରାଯାଇଥିଲେ ବି…