ଏସସିବି କୋଭିଡ ୱାର୍ଡରେ ଖଟିଆରୁ ଖସିପଡି ବୃଦ୍ଧ ଗୁରୁତର

ଏସସିବି କୋଭିଡ ୱାର୍ଡରେ ଖଟିଆରୁ ଖସିପଡି ବୃଦ୍ଧ ଗୁରୁତର କଟକ(ଏନ୍‌.ଏମ୍‌.): ଏସସିବି ମେଡିକାଲର କୋଭିଡ ୱାର୍ଡରେ ଚିକିତ୍ସାଧୀନ ଜଣେ ବୃଦ୍ଧ ଖଟିଆରୁ ଖସି ପଡି ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ମେଡିକାଲ କର୍ମଚାରୀଙ୍କୁ ଦାୟୀ କରି ରୋଗୀ ସମ୍ପର୍କୀୟମାନେ ହୋହାଲ୍ଲା କରିଥିଲେ । ଖବର ପାଇ ମେଡିକାଲ ଫାଣ୍ଡି ପୁଲିସ ପହଞ୍ôଚ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ନାଲିକଣା ଗ୍ରାମର ଶିବପ୍ରସାଦ ପ୍ରଧାନ(୮୧)ଙ୍କୁ…

Read More