ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ
ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ କଟକ(ଏନ୍.ଏମ୍.): ‘ଜଗତପୁର ଉଠାଦୋକାନୀ ମହାସଙ୍ଘ’ ପକ୍ଷରୁ ସଭାପତି ସଞ୍ଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜଗତପୁର ଅଞ୍ଚଳର ଉଠାଦୋକାନୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ଆଲୋଚନାଚକ୍ର ଜଗତପୁର ଗୋଲେଇଛକ ସ୍ଥିତ “ଶ୍ରୀରାମ କୁଟୀର ମଠ’ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇନଜୀବୀ ତଥା ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା, କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡା, ଜଗତପୁର ବ୍ୟବସାୟୀ ସଂଘ କର୍ମକର୍ତ୍ତା ଅଲେଖ ଚନ୍ଦ୍ର…
