କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ
କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ କଟକ(ଏନ୍.ଏମ୍.): କଟକ ନଗର (ଜିଲ୍ଲା) କଂଗ୍ରେସ କମିଟର ଏକ ବୈଠକ ସ୍ଥାନୀୟ ଧବଳେଶ୍ୱର ଗଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତ୍ରୀ ନୟନା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ କଂଗ୍ରେସ କର୍ମୀମାନେ ୱାର୍ଡ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବାକୁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ବିଧାୟକଙ୍କ ଉଦ୍ୟମରେ…
