ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ କଟକ(ଏନ୍‌.ଏମ୍‌.): ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଓଡ଼ିଶା ବ୍ରାଞ୍ଚର ନୂତନ ସଭାପତି ଭାବେ ଡାକ୍ତର ରଜତ କୁମାର ରାୟ ନିର୍ବାଚିତ ହୋଇଛନ୍ତି । ସଭାପତି ପଦବୀରେ ଡା. ରାୟଙ୍କ କାର୍ଯ୍ୟକାଳ ୨୦୨୨-୨୩ ଗୋଟିଏ ବର୍ଷ ଲାଗି ରହିବ । ଚଳିତ ବର୍ଷ ଆଇଏମଏ ନିର୍ବାଚନର ବାଲଟ ପେପର ରବିବାର ଗଣତି କରାଯାଇଥିଲା । ତେବେ ସଭାପତି ପଦବୀରେ ଡାକ୍ତର ରାୟ…

Read More

ମର୍କତ ନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ : ଦୁଇ ଯୁବତୀ ଉଦ୍ଧାର

ମର୍କତ ନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ : ଦୁଇ ଯୁବତୀ ଉଦ୍ଧାର କଟକ(ଏନ୍‌.ଏମ୍‌.): ଅଧିକ ଭିଆଇପି ରହୁଥିବା ମର୍କତନଗର ଭଳି ସ୍ଥାନରେ ଚାଲିଛି ସେକ୍ସ ରାକେଟ । ଦିନ ପ୍ରତିଦିନ ଚାଲିଛି ଏଠି ଦେହ ବେପାର । ଗ୍ରାହକମାନେ ଛୁଟି ଆସୁଛନ୍ତି ରଙ୍ଗମହଲର ସୁଖ ଉପଭୋଗ କରିବାକୁ । ଏଥି ଅତି ସହଜରେ ମିଳିଯାଉଛନ୍ତି ପସନ୍ଦିଆ ଯୁବତୀ । ବେଧଡ଼କରେ ମଜ ମଜଲିସ କରିବାର ସ୍ଥାନ ପାଲଟିଛି ଓୟୋ ହୋଟେଲ । ପୈସା ଫିଙ୍ଗ ଖବ୍…

Read More

ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ କୁମାର ବଂସଲ

ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ କୁମାର ବଂସଲ କଟକ/ନୂଆପଡ଼ା(ଏନ୍‌.ଏମ୍‌.): ରାଜ୍ୟ ଆରକ୍ଷୀ ମହାନିଦ୍ଦେର୍ଶକ ସୁନୀଲ କୁମାର ବଂସଲ ଆଜି ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରେର ଗୁଇନ୍ଦା ନିଦ୍ଦେର୍ଶକ ଲଳିତ ଦାସ, ଆଇଜି (ଅପେରସନ୍‌) ଅମିତାଭ ଠାକୁର, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଅନିରୁଦ୍ଧ ସିଂଙ୍କ ସେମତ ଉଭୟ ଜିଲ୍ଲାର ଏସ୍‌ପି ପ୍ରମୁଖ ସାମିଲ ହୋଇଥିଲେ । ଉଭୟ ଜିଲ୍ଲା ଗସ୍ତ ସମୟେର ଡିଜିପି ଶ୍ରୀ ବଂସଲ ବରିଷ୍ଠ ଅଧିକାରୀଙ୍କ ସହ…

Read More

ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ପରିଚାଳନାଧିନ ଉଠା ଜଳସେଚନ ନିଗମରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶତାଧିକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ପ୍ରଦାନ କରାଯାଇନାହିଁ । ନିଗମ କର୍ତୃପକ୍ଷ ଅନେକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ୨୦୧୮-୧୯ ମସିହା ପର୍ଯ୍ୟନ୍ତ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ…

Read More