ମଣ୍ଡିରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ମଣ୍ଡିରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ସମସ୍ତ ଧାନ ମଣ୍ଡି ଗୁଡିକରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଆଜି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୦୪ ତାରିଖ ଠାରୁ ୦୭ତାରିଖ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନରେ ଯାଇ ସେ ଚାଷୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସମସ୍ୟା…

Read More

ପରଲୋକରେ ଲୋକପ୍ରିୟ ଅଭିନେତା ମିହିର ଦାସ

ପରଲୋକରେ ଲୋକପ୍ରିୟ ଅଭିନେତା ମିହିର ଦାସ କଟକ(ଏନ୍‌.ଏମ୍‌.): ପରଲୋକରେ ବିଶିଷ୍ଟ ସିନେ ଅଭିନେତା ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ୬୩ବର୍ଷ ବୟସରରେ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଓଡ଼ିଆ ସିନେ ଜଗତ ସହିତ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଅଭିନୟ ଜଗତରେ ଏକ…

Read More

ପ୍ରଯୋଜନାରେ ପାଦ ଥାପିଲେ ଝିଲିକ: ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭମହୁରତ

ପ୍ରଯୋଜନାରେ ପାଦ ଥାପିଲେ ଝିଲିକ: ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭମହୁରତ ଭୁବନେଶ୍ୱର(ଏନ୍‌.ଏମ୍‌.) : ଅଭିନୟରେ ଝିଲିକ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ । ମ୍ୟାରେଜ୍ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ ବ୍ୟାକ କରିଛନ୍ତି । ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି । ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ ଝିଲିକ ।…

Read More

ଢିଙ୍କିଆରେ ପୁଲିସ୍ ଆତଙ୍କରାଜ ବନ୍ଦ କରିବା ପାଇଁ ଡିଜିପିଙ୍କୁ ସ୍ମାରକପତ୍ର

ଢିଙ୍କିଆରେ ପୁଲିସ୍ ଆତଙ୍କରାଜ ବନ୍ଦ କରିବା ପାଇଁ ଡିଜିପିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ଜଗସିଂହପୁର ଜିଲ୍ଲାର ଢିଙ୍କିଆରେ ପୁଲିସର ଆତଙ୍କରାଜ ବନ୍ଦ କରିବା ପାଇଁ ଆଜି ଅଞ୍ଚଳବାସୀ ଡିଜିପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ଅଞ୍ଚଳବାସୀଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନିଆଯାଉଥିବା ଅଭିଯୋଗ ହୋଇଛି । ବ୍ରିଟିଶ ସରକାର ଭଳି ପୁଲିସ ଅଗଣତାନ୍ତ୍ରିକ ଭାବେ ଦମନଲୀଳା ଚଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଭିନ୍ନ ନାଗରିକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଢିଙ୍କିଆବାସୀଙ୍କୁ…

Read More