ଚୌଦ୍ୱାରରେ ମୁକ୍ତା ଯୋଜନା: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
ଚୌଦ୍ୱାରରେ ମୁକ୍ତା ଯୋଜନା: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ପୌରପାଳିକା ଅନ୍ତର୍ଭୁକ୍ତ ବିଭିନ୍ନ ୱାର୍ଡ଼ରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ପୌରପାଳିକାର ବିଭିନ୍ନ ୱାର୍ଡ଼ ଯଥା ୧, ୬, ୭, ୧୪, ୧୬ ଓ ୧୭ନମ୍ବର ୱାର୍ଡ଼ରେ ୧କୋଟି ୧୩ହଜାର ୬୫୫ଟଙ୍କାର ବ୍ୟୟ ଅଟକଳରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶୁଭ ଶିଳାନ୍ୟାସ ହୋଇଥିଲା । ପୌରପାଳିକାରେ ଥିବା ଏହି ୬ଟି…
