ଟାଟା ପାୱାର ଉପଭୋକ୍ତା ମାରଣ ନୀତି ପ୍ରତିବାଦରେ ଦାବିପତ୍ର

ଟାଟା ପାୱାର ଉପଭୋକ୍ତା ମାରଣ ନୀତି ପ୍ରତିବାଦରେ ଦାବିପତ୍ର କଟକ(ଏନ୍‌.ଏମ୍‌.): ବିଦ୍ୟୁତ ଉପଭୋକ୍ତା ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଟାଟା ପାୱାର ବିରୋଧରେ ଏଡିଏମ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ବିଜୁଳି ମଣିଷର ସର୍ବନିମ୍ନ ଆବଶ୍ୟକତା ହୋଇପଡ଼ିଥିବାବେଳେ ଏହାର ସୁଯୋଗ ନେଇ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ହୋଇଛି । ତେବେ ରାଜ୍ୟରେ ଯେଉଁ ବିଦ୍ୟୁତ ସଂସ୍କାର ଚାଲିଛି ସେଥିରେ ସାଧାରଣ ଉପଭୋକ୍ତାମାନଙ୍କୁ…

Read More

ସୃଷ୍ଟିର ସକଳ ଉପାଦାନ ମଧ୍ୟରେ ସଂହତି ଏକାନ୍ତ ଜରୁରୀ-ରାଜ୍ୟପାଳ

ସୃଷ୍ଟିର ସକଳ ଉପାଦାନ ମଧ୍ୟରେ ସଂହତି ଏକାନ୍ତ ଜରୁରୀ-ରାଜ୍ୟପାଳ ଭୁବନେଶ୍ୱର (ଏନ୍‌.ଏମ୍‌.): ଲାଭ ଶବ୍ଦ ଭାରତୀୟ ସଂସ୍କୃତିରେ କେଉଁଠି ଉଲ୍ଲେଖ ନାହିଁ । ବ୍ୟବସାୟଜଗତରେ ଏହାର ବିଶେଷ ପ୍ରୟୋଗ ଏବେ ଦେଖିବାକୁ ମିଳୁଛି । ଏହା ନିଶ୍ଚିତ ରୂପେ ଏକ ବିକୃତି । ଏହାର ସଂଶୋଧନ କରିବା ସହ ବିଚାରଗତ ସ୍ତରରେ ଏହାର ସକାରାତ୍ମକ ପ୍ରୟୋଗ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି । ନାଲ୍କୋଶ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ…

Read More

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ଭୁବନେଶ୍ୱର(ଏନ୍‌.ଏମ୍‌.):୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ଆଗାମୀ ଜାନୁଆରୀ ୨୬ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ ବ୍ୟବସ୍ଥିତ ଭାବେ ସମସ୍ତ କାର୍ଯ୍ୟ ସମାପନ…

Read More