ଜଗତପୁର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାର ଚତୁର୍ଥ ଅଭିଯୁକ୍ତ ଗିରଫ

ଜଗତପୁର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାର ଚତୁର୍ଥ ଅଭିଯୁକ୍ତ ଗିରଫ କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ଗୁଞ୍ଜରପୁର ଗ୍ରାମର ସାଏରା ବିବିଙ୍କ ଘରୁ ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଚତୁର୍ଥ ଫେରାର ଆସାମୀକୁ ଆଜି ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ସହମରେ ଅଭିଯୁକ୍ତ ନିକଟରୁ ନଗଦ ୪୫ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ପୁଲିସ…

Read More

କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧନ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା

କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧନ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା କଟକ (ଏନ୍‌.ଏମ୍‌): କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧାନ ନେଇ ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ବିଶେଷ କରି କଟକ ସହରରେ ଜନସାଧାରଣ ବିଭିନ୍ନ ସମସ୍ୟାରେ ରହିଥିବା ବେଳେ ଏହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏଥି…

Read More

ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍‌

ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍‌ ଭୁବନେଶ୍ୱର (ଏନ୍‌.ଏମ୍‌): ସମ୍ପ୍ରତି ରାଜ୍ୟରେ କରୋନା ଓ ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ତେବେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ପ୍ରାଥମିକ ସ୍କୁଲ ଖୋଲିବା ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ସ୍କୁଲକୁ ଯାଇଥାନ୍ତେ । କିନ୍ତୁ ଆଜି ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା…

Read More