ସ୍ୱୟଂସହାୟକ ଗୋଷ୍ଠୀର ଅର୍ଥ ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ
ସ୍ୱୟଂସହାୟକ ଗୋଷ୍ଠୀର ଅର୍ଥ ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ ନରସିଂହପୁର (ଏନ.ଏମ): ରାଜ୍ୟରେ ଏବେ ଦୁର୍ନୀତି ବୃଦ୍ଧି ପାଇଥିବାବେଳେ ଏହାକୁ ନିବାରଣ କରିବା ନିମନ୍ତେ ଦୁର୍ନୀତି ନିବାରଣ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ନରସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଟୀର ଅର୍ଥ ଅନିୟମିତତାକୁ ନେଇ କଟକ ଭିଜିଲାନ୍ସ ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ମା’ ପ୍ରଗଳା ସ୍ୱୟଂ ସହାୟକ…
