କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜଗତପୁର (ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ ନମ୍ବର ୱାର୍ଡ ଅନ୍ତର୍ଗତ ୱାର୍ଡ଼ ଅଫିସ୍ ପରିସରରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟଙ୍କ ନିଦ୍ଦେର୍ଶରେ ପିଏଲ୍ଭି ଲୋକନାଥ ଶତପଥୀ ଅଧ୍ୟକ୍ଷତା କରି ଜନସାଧାରଣ କିଭଳି ମାଗଣାରେ ଆଇନ ସହାୟତା ପାଇ ପାରିବେ ସେ ନେଇ ସଚେତନ କରାଇଥିଲେ…
