ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ
ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାରସ୍ଥିତ ଇମ୍ଫା ଶିଳ୍ପଗୋଷ୍ଠୀର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା ତରଫରୁ ଚୌଦ୍ୱାର ଯାତ୍ରା ପଡ଼ିଆରେ ଅବସ୍ଥିତ ୟୁନିଅନ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ ପରିସରରେ ଏକ କୋଭିଡ଼ ଟୀକାକରଣ କେନ୍ଦ୍ର କରାଯାଇ ଚୌଦ୍ୱାର ଅଞ୍ଚଳବାସୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଚୌଦ୍ୱାରର ପୂର୍ବତନ…
