ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର
ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର କଟକ(ଏନ୍.ଏମ୍.): କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଶଯ୍ୟାଶାୟୀଙ୍କୁ ଘରେ କରୋନା ଟିକା ପ୍ରଦାନ କରାଯିବ । ଯେଉଁମାନେ ବାର୍ଦ୍ଧକ୍ୟଜନିତ କିମ୍ବା କୌଣସି କାରଣବଶତଃ ଶଯ୍ୟାଶାୟୀ ଥିବେ ସେମାନେ ନିଗମ ପକ୍ଷରୁ ଜାରି କରାଯାଇଥିବା ନିଃଶୁଳ୍କ ନମ୍ବରରେ ଯୋଗାଯୋଗ କରିବା ପରେ ନିଗମ ପକ୍ଷରୁ ସେମାନଙ୍କ ଘରେ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ନିଗମର ଭ୍ରାମ୍ୟମାଣ…
