କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’

କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’ କୋଣାର୍କ(ଏନ୍‌.ଏମ୍‌.): ସମଗ୍ର ବିଶ୍ୱରେ ଉତ୍କଳୀୟ କଳା ଓ ସଂସ୍କୃତିର ବିଜୟ ବୈଜୟନ୍ତୀ ଉଡାଉଥିବା ବିଶ୍ୱଐତିହ୍ୟ କୋଣାର୍କର ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତପିଣ୍ଡ ବୋଲି ରବିବାର ଏଠାରେ ଆୟୋଜିତ କୋଣାର୍କ କଳା ଓ ସାହିତ୍ୟ ଉତ୍ସବ-୨୦୨୧ର ଉଦ୍‌ଯାପନୀ ଦିବସରେ ସାରସ୍ୱତ ସାଧକମାନେ ମତବ୍ୟକ୍ତ କରିଛନ୍ତି । ଶତାବ୍ଦୀବ୍ୟାପି ସୂର୍ଯ୍ୟମନ୍ଦିର ଗାତ୍ରରେ ପ୍ରକୀର୍ତ୍ତିତ ପ୍ରତିଟି ସୂକ୍ଷ୍ମ ଭାସ୍କର୍ଯ୍ୟ ଓଡିଆ ଜନଜୀବନର…

Read More

ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା କଟକ (ଏନ୍‌.ଏମ୍‌.): କଟକ ଜଗତପୁର ଗ୍ରାମ ଖେଳ ପଡ଼ିଆରେ କଟକ ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘ ଏବଂ ଜଗତପୁର ବଲ ବ୍ୟାଡମିଟନ କ୍ଲବ ମିଳିତ ଆନୁକୂଲ୍ୟରେ ୧୦ତମ ଜିଲ୍ଲା ସ୍ତରୀୟ କନିଷ୍ଠ ବାଳକ/ବାଳିକା ବଲ ବ୍ୟାଡମିଟନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଉଦଘାଟନ କରିଥିଲେ । ସଂମ୍ମାନୀୟ ଅତିଥି ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘ ସମ୍ପାଦକ…

Read More

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ କଟକ(ଏନ୍‌.ଏମ୍‌.): ଦେଶର ଏକତା ଅଖଣ୍ଡତା ଓ ସୁରକ୍ଷା ଅକ୍ଷୁର୍ଣ୍ଣ ରଖିବାରେ ଦେଶର ଅନ୍ୟତମ ରାଷ୍ଟ୍ରନିର୍ମାତା ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ବଳିଷ୍ଠ ଅବଦାନ ରହିଥିଲା ବୋଲି ତାଙ୍କ ଜୟନ୍ତୀ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଶପଥ ପାଠ ଉତ୍ସବରେ ମତପ୍ରକାଶ ପାଇଛି । ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଓ ଭିଜିଲାନ୍ସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ଏକତା ଶପଥ ପାଠ…

Read More

ସୂଚନା ଓ ଲୋକ ସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଶପଥ ପାଠ

ସୂଚନା ଓ ଲୋକ ସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଶପଥ ପାଠ ଭୁବନେଶ୍ୱର (ଏନ୍‌.ଏମ୍‌.): ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବାରେ ଅନ୍ୟତମ ରାଷ୍ଟ୍ରନିର୍ମାତା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ବଳିଷ୍ଠ ଅବଦାନ ରହିଥିଲା । ତାଙ୍କର ଆଜି ପବିତ୍ର ଜୟନ୍ତୀ ଅବସରରେ ସମଗ୍ର ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତର‘ରୁ ରାଷ୍ଟ୍ରୀୟ ଏକତା ଶପଥପାଠ…

Read More

ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ

ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ କଟକ(ଏନ୍‌.ଏମ୍‌.): ଓଡ଼ିଶା ସମସ୍ତ ଜିଲ୍ଲା ମେଡିକାଲ ମେଡିକାଲ କଲେଜ ଜୋନ ମେଡିକାଲର ସମ୍ପାଦକ ଓ ଜିଲ୍ଲା ଓ ରାଜ୍ୟର ସମସ୍ତ ସଭ୍ୟ ସଭ୍ୟ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏସସିବି ମେଡିକାଲ କର୍ମଚାରୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶିଖରପୁରସ୍ଥିତ ହାରାମଣି ମଣ୍ଡପରେ ରାଜ୍ୟର ୩୦ଗୋଟି ଜିଲ୍ଲା ମେଡିକାଲ, ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଜୋନ ହସ୍ପିଟାଲ ମାନଙ୍କରୁ…

Read More

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗୀୟ ଇନ୍ଦିରାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉଭୟ ମଞ୍ଚ ଓ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ…

Read More