ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ
ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ ଭୁବନେଶ୍ୱର (ଏନ୍.ଏମ୍.): ୧୯୭୧ ମସିହାରେ ସଂଘଠିତ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ଏା÷ତିହାସିକ ବିଜୟପ୍ରାପ୍ତିର ୫୦ବର୍ଷ ପୂର୍ତ ଉପଲକ୍ଷେ ଓଡିଶା ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଆଜି ଅପରାହ୍ଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ ଭବନରେ ସମ୍ମାନ ସହ ସ୍ୱାଗତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ୧୯୭୧ ବୀର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ…
