ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ
ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାରରେ ଅନୁଷ୍ଠିତ ପ୍ରସିଦ୍ଧ ରୂପଯାତ୍ରା ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ୍ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅଧ୍ୟକ୍ଷତା କରି ଚୌଦ୍ୱାରରେ ଆୟୋଜିତ ବହୁ ପୁରାତନ ତଥା ପ୍ରସିଦ୍ଧ ଦଶହରା ମହାଲକ୍ଷ୍ମୀପୂଜା ଓ ଭସାଣ ଉତ୍ସବ ଏକ ମହାନ୍ ସଂସ୍କୃତିକ ତଥା ଭାଇଚାରାର ଉତ୍ସବ ଭାବେ…
