କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ

କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍‌.ଏମ୍‌.): କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । କଟକ ଜିଲ୍ଲାପାଳ କିମ୍ବା ଆରଟିଓ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ଖରାରେ ଡହଳ ବିକଳ ହୋଇ ପଡ଼ୁଛନ୍ତି । ଛାଇ ଟିକେ ନପାଇ ଏଣେ ତେଣେ ବୁଲୁଛନ୍ତି । ତେବେ ଜନସାଧାରଣ ଏହି ସମସ୍ୟାକୁ ଉପଲବ୍ଧି କରି ଏହାର ସମାଧନ ନିମନ୍ତେ ଏହି ଅଞ୍ଚଳରେ ବୃକ୍ଷରୋପଣର…

Read More

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା “ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ‘ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ନିମାପଡ଼ା(ଏନ୍‌.ଏମ୍‌.): ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ନିମାପଡ଼ା ବ୍ଲକର ଶେଉଳସାହି ଗ୍ରାମରେ ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାନ ତରଫରୁ ବୈଜ୍ଞାନିକ ଡ. ହେମନ୍ତ କୁମାର ଦାଶ, ଡ. ସନାତନ ପ୍ରଧାନ, ଡ. ଦେବବ୍ରତ ସେଠୀ ଏବଂ ଡ. ରୁମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କୃଷି ଏବଂ ଗୃହଯାତ ଜୈବ ବର୍ଜ୍ୟ ବସ୍ତୁରୁ ଜିଆଖତ ଏବଂ…

Read More

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି କଟକ(ଏନ୍‌.ଏମ୍‌.): ଆଜି ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟରେ ନୂତନ ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଯୋଗଦେଇଥିବାବେଳେ ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜିତ ହୋଇଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ୩ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଓଡ଼ିଶା ହାଇକୋର୍ଟରେ…

Read More

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ ବଲାଙ୍ଗିର (ଏନ୍‌.ଏମ୍‌.): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟାରେକରୁ ଫେରାର ହୋଇ ପଯିବା ପରେ ପୁଲିସ ହାତରେ ଧରା ପଡ଼ିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଛିଥିବାବେଳେ ପୁଲିସ ତାକୁ ଧରିଛି । ତେବେ ଗୋବିନ୍ଦ ସେଠାରେ ଲୁଚିଥିବା ଗାଁ ଲୋକେ ଦେଖି…

Read More

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ #ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଭାରତୀୟ ନୌବାହିନୀକୁ ଏକାଦଶତମ ବୋଇଂ ପି-୮ଆଇ ବିମାନ ମିଳିଛି । ଆମେରିକାର ଅଗ୍ରଣୀ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ବୋଇଂ ଏହି ବିମାନ ନିର୍ମାଣ କରିଛି । ବୁଡାଜାହାଜ ବିଧ୍ୱଂସୀ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଏହି ବିମାନ ସମର୍ଥ ବୋଲି ନୌବାହିନୀ ପକ୍ଷରୁ କୁହାଯାଇଛି । ଏହି ଲଙ୍ଗ ରେଞ୍ଜ ମେରିଟାଇମ ରେକନିସାନ୍ସ ଆଣ୍ଟି ସବମାରାଇନ ୱାରଫେୟାର (ଏଲଆରଏମଆରଏଏସଡବ୍ଲୁ) ସିଆଟଲରୁ ଆସି ଗୋଆରେ ପହଞ୍ଚିଛି…

Read More

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା  #ବଲାଙ୍ଗିର(ଏନ୍‌.ଏମ୍‌.): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ  ଲକ୍ଷେ ଟଙ୍କା ପୁରସ୍କାର ରାଶି ମିଳିବ । ବଲାଙ୍ଗିର ପୁଲିସ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଏହା ସହ ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇ ପୁଲିସ…

Read More