କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ ସ୍ଥିତ ଏକ ଅଗରବତୀ କାରଖାନାରେ ରବିବାର ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ,କଞ୍ଚାମାଲ ଓ ଅଗରବତୀ ପୋଡି ନଷ୍ଟ ହୋଇଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ସୂଚନା ମୁତାବକ,ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ରେ ଥିବା ଏସ ଏସ ଏଣ୍ଟରପ୍ରାଇଜେସ ନାମକ ଏକ ଅଗରବତୀ କାରଖାନା ରହିଛି ।…

Read More

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ସ୍ଥାୟୀ ନିଯୁକ୍ତି ଦାବି କରି ଗତ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ କର୍ତ୍ତବ୍ୟରେ ରହି ‘ଅସହଯୋଗ ଆନ୍ଦୋଳନ’ ଜାରିରଖିଛି ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ୍ । ଦୀର୍ଘ ୧୪ ବର୍ଷ ଧରି ରାଜ୍ୟରେ ଥିବା ସମସ୍ତ ପିଏଚସି ଓ ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସ୍ଥାୟୀ ନିଯୁକ୍ତି ଦାବି କରି ନିଜ ନିଜ…

Read More

ବିଜେଡିର ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ

ବିଜେଡିର ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନକ୍ରମେ ଅକ୍ଟୋବର ୨ତାରିଖରୁ ଆସନ୍ତା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ସିଏମସି ୪୦ନମ୍ବର ୱାର୍ଡ଼ ଯୋବ୍ରା ଚାରିଘରିଆ ଅଞ୍ଚଳରେ ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୱାର୍ଡ଼ର ପୂର୍ବତନ କର୍ପୋରେଟର ଜୟଦେବ ଜେନା ଓ ୱାର୍ଡ଼ ସଭାପତି ବିଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ୱାର୍ଡ଼ର ବିଜେଡି କର୍ମୀମାନଙ୍କୁ ନେଇ…

Read More

ମନୀଷ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍‌

ମନୀଷ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍‌ #ଭୁବନେଶ୍ୱର (ଏନ୍‌.ଏମ୍‌.): ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଇନ୍‌ଫୋସିଟି ପୁଲିସ ୪ ଦିନିଆ ରିମାଣ୍ଡରେ ନେବ । ଆସନ୍ତାକାଲି ଠାରୁ ସେମାନଙ୍କୁ ପୁଲିସ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି । ଏଥିପାଇଁ ଭୁବନେଶ୍ୱର ଜେଏମ୍‌ଏଫସି କୋର୍ଟ ଅନୁମତି ଦେଇଛନ୍ତି । ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରେ ଅମୃତ ବିଶ୍ୱାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ର…

Read More