ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ପକ୍ଷରୁ ବିଶେଷ ସ୍ୱଛତା ଅଭିଯାନ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ପକ୍ଷରୁ ବିଶେଷ ସ୍ୱଛତା ଅଭିଯାନ   ନିମାପଡ଼ା(ଏନ୍‌.ଏମ୍‌.): ନିମାପଡା ବ୍ଲକ ଅଧୀନ ହଂସପଡାଗ୍ରାମରେ ବିଶେଷ ସ୍ୱଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି| ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ଜଣ କୃଷକ ଓ ମହିଳା ଅଂଶ ଗ୍ରହଣ କରିଥିଲେ| ଗ୍ରାମବାସୀ ସ୍ୱଛତା ପାଇଁ ଶପଥ ଗ୍ରହଣ କରିବା ସହ ଶ୍ରମଦାନ କରି ନିଜ ଘର ଏବଂ ଗ୍ରାମ ତଥା…

Read More

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ କଟକ(ଏନ୍‌.ଏମ୍‌.): ଓଡିଶା ସେତୁ ଏବଂ ନିର୍ମାଣ ନିଗମ(ଓବିସିସି)ର ମହାପ୍ରବନ୍ଧକ-୩ ପ୍ରଦୀପ କୁମାର ରଥ ଆଜି ଖାନନଗର ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ବସ ଟମିର୍ନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ମହାପ୍ରବନ୍ଧକଙ୍କ ସମେତ ଓବିସିସିର ଏକ ଟିମ ନିର୍ମାଣ ସ୍ଥଳୀରେ ଥିବା ପାଇଲଗୁଡିକର ପ୍ରସ୍ତୁତତା ଯାଞ୍ଚ କରିଥିଲା । ଅନ୍ୟପକ୍ଷରରେ ରାଜ୍ୟସ୍ତରୀୟ ଆପ୍ରେଜାଲ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ…

Read More

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଶଯ୍ୟାଶାୟୀଙ୍କୁ ଘରେ କରୋନା ଟିକା ପ୍ରଦାନ କରାଯିବ । ଯେଉଁମାନେ ବାର୍ଦ୍ଧକ୍ୟଜନିତ କିମ୍ବା କୌଣସି କାରଣବଶତଃ ଶଯ୍ୟାଶାୟୀ ଥିବେ ସେମାନେ ନିଗମ ପକ୍ଷରୁ ଜାରି କରାଯାଇଥିବା ନିଃଶୁଳ୍କ ନମ୍ବରରେ ଯୋଗାଯୋଗ କରିବା ପରେ ନିଗମ ପକ୍ଷରୁ ସେମାନଙ୍କ ଘରେ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ନିଗମର ଭ୍ରାମ୍ୟମାଣ…

Read More