କୟଳପଡା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଓ ମଧୁସୂଦନ ପାର୍କ ଉଦ୍ଘାଟନ
କୟଳପଡା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଓ ମଧୁସୂଦନ ପାର୍କ ଉଦ୍ଘାଟନ ଚୌଦ୍ୱାର(ଏନ୍.ଏମ୍.): କୟଳପଡା ଗ୍ରାମ ପଞ୍ଚାୟତରେ କୟଳପଡା ଠାରେ ୩୫ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ଓ ୧୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମଧୁସୂଦନ ପାର୍କ ଅପରାହ୍ନ ୩ଘଟିକା ସମୟରେ ଉଦ୍ଘାଟିତ ହୋଇଯାଇଛି । ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ଉଦ୍ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମାର ମାନ୍ୟବର ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ତାଙ୍କ…
